# they immediately left ସେହିକ୍ଷଣି ସେମାନେ ପରିତ୍ୟାଗ କଲେ # left the boat ... and followed him ଏହା ସ୍ପଷ୍ଟ ହେବା ଉଚିତ ଯେ ଏହା ଜୀବନ ପରିବର୍ତ୍ତନ ଅଟେ I ସେହି ଲୋକମାନେ ଆଉ ମାଛୁଆ ନୁହନ୍ତି ଓ ପରିବାର ତ୍ୟାଗକରି ସେମାନଙ୍କ ବଳକା ଜୀବନ ଯୀଶୁଙ୍କ ଅନୁଗମନ କରିବାର କାର୍ଯ୍ୟ କଲେ I