# She will give birth to a son ଯେହେତୁ ଈଶ୍ବର ଦୁତ ପ୍ରେରଣ କଲେ, ଦୁତ ଜାଣିଥିଲେ ଏହି ଶିଶୁ ଜଣେ ବାଳକ ଥିଲେ I # you will call his name ତୁମେ ତାହାର ନାମ ଦେବ କିମ୍ବା “ତୁମେ ନିଶ୍ଚୟ ତାହାର ନାମ ଦେବ” ଏହା ଏକ ଅଜ୍ଞା ଅଟେ I # for he will save ଅନୁବାଦକ ହୁଏତ ଏକ ପାଦଟିକା ସଂଯୁକ୍ତ କରିପାରନ୍ତି ଯାହା “‘ଯୀଶୁ’ ନାମର ଅର୍ଥ ‘ସଦାପ୍ରଭୁ ଉଦ୍ଧାର କରନ୍ତି’” # his people ଏହା ଯିହୁଦୀମାନଙ୍କୁ ବୁଝାଏ