# But the one ... few blows ଯେଉଁ ଦାସ ପ୍ରଭୁର ଇଚ୍ଛା ଜାଣେ ଓ ଯେଉଁ ଦାସ ପ୍ରଭୁର ଇଚ୍ଛା ଜାଣେ ନାହିଁ, ଉଭୟେ ଦଣ୍ଡିତ ହେବେ, କିନ୍ତୁ ଯେଉଁ ଶବ୍ଦ “ସେହି ଦାସ” (ପଦ 47) ସହିତ ଆରମ୍ଭ ହୁଏ, ତାହା ଦର୍ଶାଏ ଯେ ଯେଉଁ ଦାସ ଇଚ୍ଛାକୃତ ଭାବରେ ତାହାର ପ୍ରଭୁଙ୍କୁ ଅମାନ୍ୟ କରେ ସେ ଅନ୍ୟ ଦାସମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ଦଣ୍ଡିତ ହେବ I # But everyone to whom much has been given, from them much will be required ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯିଏ ଅଧିକ ପାଇଛି ତାହାଠାରୁ ସେମାନେ ବହୁତ ଦାବୀ କରିବେ “ବା “ପ୍ରଭୁ ଯେଉଁମାନଙ୍କୁ ଅଧିକ ଦେଇଛନ୍ତି ସେମାନଙ୍କଠାରୁ ଅଧିକ ଦାବୀ କରିବେ” (ଦେଖ: [[rc://*/ta/man/translate/figs-activepassive]]) # to whom ... much, even more will be asked ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ପ୍ରଭୁ ଏପରିକି ତାହାଠାରୁ ଅଧିକ ମାଗିବେ ...ବହୁତ” ବା “ପ୍ରଭୁ ଏପରିକି ତାହାଠାରୁ ବହୁତ ଦାବୀ କରିବେ ...ବହୁତ” (ଦେଖ: [[rc://*/ta/man/translate/figs-activepassive]]) # to whom much has been entrusted ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: ପ୍ରଭୁ ଯାହାକୁ ବହୁତ ସମ୍ପତ୍ତିର ତତ୍ତ୍ଵ ନେବା ପାଇଁ ଦେଇଛନ୍ତି” ବା “ପ୍ରଭୁ ଯାହାକୁ ବହୁତ ଦାୟିତ୍ଵ ପ୍ରଦାନ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])