# the report about him ଯୀଶୁଙ୍କ ବିଷୟକ କଥା I ଏହାର ଅର୍ଥ ହୁଏତ “କୁଷ୍ଠରୋଗରେ ଆକ୍ରାନ୍ତ ଜଣେ ଲୋକକୁ ଯୀଶୁ ସୁସ୍ଥ କରିବା ସମ୍ପର୍କରେ ବିବରଣ” ବା “ଯୀଶୁ ଲୋକମାନଙ୍କୁ ସୁସ୍ଥ କରିବା ସମ୍ପର୍କରେ ବିବରଣ I” # the report about him spread even farther ତାଙ୍କ ବିଷୟରେ ବିବରଣୀ ଆହୁରି ଅଧିକ ବ୍ୟାପୀ ଗଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଅନ୍ୟ ସ୍ଥାନଗୁଡିକରେ ତାଙ୍କ ସମ୍ପର୍କୀୟ ବିବରଣୀ କହିବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-activepassive]] )