# Jesus rebuked him, saying ଯୀଶୁ ଭୂତକୁ ଭର୍ସନା କରି କହିଲେ ବା “ଯୀଶୁ ଭୂତକୁ କଠୋର ଭାବରେ କହିଲେ” # come out of him ସେହି ଲୋକକୁ ନିୟନ୍ତ୍ରଣ କରିବାକୁ ବନ୍ଦ କରିବା ନିମନ୍ତେ ଯୀଶୁ ଭୂତକୁ ଆଦେଶ ଦେଲେ I ବିକଳ୍ପ ଅନୁବାଦ: “ତାକୁ ଏକାକୀ ଛାଡି ଦିଅ” ବା “ଏହି ଲୋକ ଭିତରେ ଆଉ ବାସ କର ନାହିଁ”