# General Information: ଏହି ପଦଗୁଡିକ ଏହା ଜଣାଇବା ନିମନ୍ତେ ପୃଷ୍ଠଭୂମି ଜନିତ ତଥ୍ୟ ପ୍ରଦାନ କରେ ଯେ ଯୀଶୁଙ୍କର ଆତ୍ମୀୟ ଭାଇ ଯୋହନ ସେବାକାର୍ଯ୍ୟ ଆରମ୍ଭ କଲାବେଳେ କ’ଣ ସବୁ ଘଟୁଛି I # Connecting Statement: ଯେପରି ଭାବବାଦୀ ଯିଶାଇୟ ପୂର୍ବରୁ କହିଥିଲେ, ଯୋହନ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଆରମ୍ଭ କଲେ I # Philip ... Lysanias ଏହାସବୁ ଲୋକମାନଙ୍କ ନାମଗୁଡ଼ିକ ଅଟେ I (ଦେଖ: [[rc://*/ta/man/translate/translate-names]]) # Ituraea and Trachonitis ... Abilene ଏହାସବୁ ରାଜ୍ୟକ୍ଷେତ୍ର ବା ପ୍ରଦେଶଗୁଡିକର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])