# For see ଏହି ବାକ୍ୟାଂଶ ମରିୟମଙ୍କୁ ଏହାପରେ ଏଲିଶାବେଥ ଦେଇଥିବା ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ପ୍ରତି ଧ୍ୟାନ ଦେବା ପାଇଁ ସତର୍କ କରିଦିଏ I # as soon as the sound of your greeting reached to my ears ଗୋଟିଏ ଶବ୍ଦ ଶୁଣିବା ବିଷୟରେ କୁହାଯାଏ ଯେ ସତେ ଯେପରି ଶବ୍ଦଟି କର୍ଣ୍ଣକୁ ଆସିଲା I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭର ସମ୍ବୋଧାନର ଶବ୍ଦ ଶୁଣିଲି” (ଦେଖ: [[rc://*/ta/man/translate/figs-metonymy]]) # leaped for joy ହଠାତ୍ ଆନନ୍ଦରେ ବିଗଳିତ ହେଲେ ବା “ସେ ଏତେ ବେଶୀ ଖୁସି ଥିଲେ ଯେ ସେ ଅତି ଜୋର୍ ରେ ଉଦବେଳିତ ହେଲେ