# so that you will have peace in me ଏଠାରେ “ଶାନ୍ତି” ଆନ୍ତରିକ ଶାନ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେଥିନିମନ୍ତେ ମୋ ସହିତ ତୁମ୍ଭମାନଙ୍କ ସମ୍ପର୍କ ସକାଶୁ ତୁମ୍ଭେମାନେ ଆନ୍ତରିକ ଶାନ୍ତି ପାଇବ” (ଦେଖ: [[rc://*/ta/man/translate/figs-explicit]]) # I have conquered the world ଏଠାରେ “ଜଗତ” କ୍ଲେଶ ଓ ତାଡନାକୁ ବୁଝାଏ, ଯାହା ବିଶ୍ବାସୀମାନେ ସେମାନଙ୍କଠାରୁ ସହ୍ୟ କରିବେ ଯେଉଁମାନେ ଈଶ୍ବରଙ୍କୁ ବିରୋଧ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଜଗତର କ୍ଲେଶକୁ ଜୟ କରିଅଛି” (ଦେଖ: [[rc://*/ta/man/translate/figs-metonymy]])