# You did not choose me ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଶିଷ୍ୟହେବାକୁ ସେମାନଙ୍କ ନିଜଠାରୁ ନିଷ୍ପତ୍ତି କରି ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟ ହେବା ନିମନ୍ତେ ତୁମ୍ଭେମାନେ ନିଜଠାରୁ ନିଷ୍ପତ୍ତି କରିନାହଁ” (ଦେଖ: [[rc://*/ta/man/translate/figs-explicit]]) # go and bear fruit ଏଠାରେ “ଫଳ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ନିମନ୍ତେ ସନ୍ତୋଷଜନକ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା ଜୀବନ ଯାପନ କର “(ଦେଖ: [[rc://*/ta/man/translate/figs-metaphor]]) # that your fruit should remain ଯେପରି ତୁମ୍ଭେମାନେ କରୁଥିବା କର୍ମର ଫଳ ଚିରସ୍ଥାୟୀ ହେବ # whatever you ask of the Father in my name, he will give it to you ଏଠାରେ “ନାମ” ଏକ ରୂପକ ଅଟେ ଯାହା ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋହର ଅଟ, ତୁମ୍ଭେମାନେ ଯାହା କିଛି ପିତାଙ୍କୁ ମାଗିବ, ତାହା ସେ ତୁମ୍ଭମାନଙ୍କ ନିମନ୍ତେ କରିବେ” (ଦେଖ: [[rc://*/ta/man/translate/figs-metonymy]]) # the Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])