# you will know that I am in my Father ପିତା ଈଶ୍ବର ଓ ଯୀଶୁ ଜଣେ ବ୍ୟକ୍ତି ଭାବରେ ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିବ ଯେ ମୋହର ପିତା ଓ ମୁଁ ଜଣେ ବ୍ୟକ୍ତି ସଦୃଶ ଅଟୁ” # my Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # you are in me, and that I am in you ତୁମ୍ଭେ ଓ ମୁଁ ଜଣେ ବ୍ୟକ୍ତି ସଦୃଶ ଅଟୁ