# who sinned, this man or his parents ... blind? ଏହି ପ୍ରଶ୍ନ ପ୍ରାଚୀନ ଯିହୁଦୀ ବିଶ୍ବାସକୁ ପ୍ରତିଫଳନ କରେ ଯେ ସମସ୍ତ ପ୍ରକାର ରୋଗ ଓ ଅସୁସ୍ଥତା ପାପର କାରଣ ଅଟେ I ଯିହୂଦୀ ଗୁରୁମାନେ ମଧ୍ୟ ଶିକ୍ଷା ଦେଉଥିଲେ ଯେ ଗର୍ଭରେ ରହିଥିବା ସମୟରେ ସୁଦ୍ଧା ଜଣେ ଶିଶୁ ପାପ କରିବା ସମ୍ଭବ ଅଟେ I ଅନ୍ୟ ଏକ ଅନୁବାଦରେ: “ଗୁରୁ, ଆମ୍ଭେମାନେ ଜାଣୁ ଯେ ପାପ ଜଣେ ବ୍ୟକ୍ତିର ଅନ୍ଧତ୍ବର କାରଣ ହୋଇଥାଏ I କାହାର ପାପ ଏହି ବ୍ୟକ୍ତିର ଅନ୍ଧତ୍ବର କାରଣ ହେଲା ? ଏହି ବ୍ୟକ୍ତି କି ନିଜେ ପାପ କଲା, ଅବା ତାହାର ବାପାମାଆ ପାପ କରିଥିଲେ ? (ଦେଖ: [[rc://*/ta/man/translate/figs-explicit]])