# Do not judge according to appearance, but judge righteously ଯୀଶୁ ସୂଚାଉଛନ୍ତି ଯେ ବାହ୍ୟ ବିଷୟ ଦେଖି କେବଳ ଲୋକମାନେ ଭଲ କଅଣ, ତାହା ବିଚାର କରିବା ଉଚିତ ନୁହେଁ I କାର୍ଯ୍ୟର ପଶ୍ଚାତ୍ ଭାଗରେ ଉଦ୍ଦେଶ୍ୟ ଥାଏ, ଯାହା ଦେଖାଯାଇ ନଥାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଦେଖୁଥିବା ବିଷୟ ଅନୁଯାୟୀ ଲୋକମାନଙ୍କ ବିଚାର କରିବା ବନ୍ଦ କର” (ଦେଖ: [[rc://*/ta/man/translate/figs-explicit]])