# testify about the light ଏଠାରେ ଯୀଶୁଙ୍କଠାରେ ଈଶ୍ବରଙ୍କ ପ୍ରକାଶନ ନିମନ୍ତେ “ଜ୍ୟୋତି” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ ଦେଖ ଯୀଶୁ କିପରି ଈଶ୍ବରଙ୍କ ସତ୍ୟ ଜ୍ୟୋତିଃ ସଦୃଶ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])