# Connecting Statement: ଲେଖକ ଏହି ଏବ୍ରୀ ବିଶ୍ବାସୀମାନଙ୍କୁ ସ୍ମରଣକରାଇ ଦେଉଛନ୍ତି ଯେ ଖ୍ରୀଷ୍ଟ ଦୂତମାନଙ୍କ ଅପେକ୍ଷା ନ୍ୟୂନ ହୋଇଥିଲେ ଯେତେବେଳେ ସେ ପାପକ୍ଷମା କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ପୃଥିବୀକୁ ଆସିଥିଲେ, ଅତଏବ ସେ ବିଶ୍ବାସୀମାନଙ୍କ ନିମନ୍ତେ ଜଣେ ଦୟାଳୁ ମହାଯାଜକ ହୋଇଥିଲେ I # we see him ଆମ୍ଭେମାନେ ଜାଣୁ ଯେ ଜଣେ ମାତ୍ର ଅଛନ୍ତି # who was made ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାକୁ ଈଶ୍ବର ନିର୍ମାଣ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # lower than the angels ... crowned with glory and honor ଦେଖ ତୁମେ [ଏବ୍ରୀ ୨:୭](../02/07.md)ରେ ଏହି ଶବ୍ଦ ଗୁଡିକ କିପରି ଅନୁବାଦ କରିଅଛ I # he might taste death ମୃତ୍ୟୁର ଅନୁଭୂତି ବିଷୟରେ କୁହାଯାଏ ଯେପରି ଏହା ଏକ ପ୍ରକାର ଖାଦ୍ୟ ଅଟେ ଯାହା ଲୋକମାନେ ଆସ୍ବାଦନ କରନ୍ତି I ଅନ୍ୟଏକ ଅନୁବାଦରେ: “ସେ ମୃତ୍ୟୁକୁ ଆସ୍ବାଦନ କରି ପାରନ୍ତି” କିମ୍ବା “ସେ ମୃତ୍ୟୁଭୋଗ କରି ପାରନ୍ତି” (ଦେଖ: [[rc://*/ta/man/translate/figs-metaphor]])