# Connecting Statement: ପାଉଲ ବିଶ୍ବାସୀମାନଙ୍କୁ ନିରନ୍ତର କହନ୍ତି କେମିତିଜୀବନ ଅତିବାହିତ କରିବା ଏବଂ ସେମାନଙ୍କୁ ସ୍ମରଣ କରାଇବା ଯେ ଏହା ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତକ ସହିତ ଏକ ପ୍ରକାର ଆଦର୍ଶ ଅନୁସାରେ ବ୍ୟବହାର କରିବା ଉଚିତ୍। # you have taken off the old man with its practices ଏଠାରେ ପାଉଲ ଏକ ଖ୍ରୀଷ୍ଟିୟାନର ପୁରୁଣା ପାପପୂର୍ଣ୍ଣ ଜୀବନକୁ ଅଗ୍ରାହ୍ୟ କରିବାର କଥା କହୁଛନ୍ତି ଯେମିତିକି ଏହା ଏକ ପୁରୁଣା ବସ୍ତ୍ର ଥିଲା ଯାହାକୁ ସେ ବାହାର କରି ଏକ ନୂତନ ବସ୍ତ୍ର ପରିଧାନ କରିବା ନିମନ୍ତେ କହନ୍ତି। ଇସ୍ରାଏଲମାନଙ୍କ ପାଇଁବହୁତ ସାଧାରଣଥିଲା ପାଉଲ ଯେମିତିକି ନୈତିକ ଗୁଣଗୁଡିକ ବିଷୟରେ କହନ୍ତି ଯେମିତି ସେମାନେ କପଡାରେ ଛୋଟ ଛୋଟ ଖଣ୍ଡ ଥିଲା। (ଦେଖ:[[rc://*/ta/man/translate/figs-metaphor]])