# Away with him ଜନଗହଳି ପାଉଲଙ୍କର ମୃତ୍ୟୁଦଣ୍ଡ ପାଇଁ ଅପେକ୍ଷାକୃତ କୋମଳ ଓ ଅସ୍ପଷ୍ଟ ଭାଷା ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: ""ତାହାକୁ ମୃତ୍ୟୁ ଦଣ୍ଡ ଦିଅ” କିମ୍ବା “ବଧ କର” (ଦେଖ: [[rc://*/ta/man/translate/figs-euphemism]])