# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ ([ପ୍ରେରିତ ୨୧:୧୮](../21/18.md)) ବୁଝାଏ I “ସେମାନେ” ଶବ୍ଦଟି ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଯିହୂଦୀ ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେମାନେ ଏବେ ମଧ୍ୟ ମୋଶାଙ୍କର ବ୍ୟବସ୍ଥା ପାଳନ କରିପାରିବେ ([ପ୍ରେରିତ ୨୧:୨୦-୨୧](./20.md))I “ସେମାନଙ୍କୁ” “ସେମାନଙ୍କର” ଓ ପ୍ରଥମ “ସେମାନେ” ଶବ୍ଦଗୁଡିକ ବ୍ରତ କରିଥିବା ଚାରି ଜଣ ଲୋକଙ୍କୁ ବୁଝାଏ I ଦ୍ବିତୀୟ “ସେମାନେ” ଶବ୍ଦ ଯିରୂଶାଲମର ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଯିହୂଦୀ ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେମାନେ ଏବେ ମଧ୍ୟ ମୋଶାଙ୍କର ବ୍ୟବସ୍ଥା ପାଳନ କରିପାରିବେ I (ଦେଖ: [[rc://*/ta/man/translate/figs-exclusive]])