# For as I passed along କାରଣ ମୁଁ ଭ୍ରମଣ କରିବା ସମୟରେ କିମ୍ବା “ଯେତେବେଳେ ମୁଁ ଚାଲି ଚାଲି ଯାଉଥିଲି” # To an Unknown God ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଏକ ଅଜ୍ଞାତ ଦେବତା ଉଦ୍ଦେଶ୍ୟରେ” କିମ୍ବା ୨) ଜଣା ନ ଥିବା ଦେବତା ଉଦ୍ଦେଶ୍ୟରେ I” ଏହା ବେଦି ଉପରେ ଏକ ନିର୍ଦ୍ଦିଷ୍ଟ ଲେଖା ଅବା ଶିଳାଲେଖା ଥିଲା I