# General Information: ଏଠାରେ “ସେମାନେ” ଶବ୍ଦଟି ପାଉଲ ଓ ଶୀଲାଙ୍କୁ ବୁଝାଏ I [ପ୍ରେରିତ ୧୬:୪୦](../16/40.md)କୁ ତୁଳନା କର I “ସେମାନଙ୍କୁ” ଶବ୍ଦଟି ଥେସଲନୀକୀର ସମାଜଗୃହରେ ଥିବା ଯିହୂଦୀମାନଙ୍କୁ ବୁଝାଏ I # Connecting Statement: ଏହା ପାଉଲ, ଶୀଲା ଓ ତୀମଥିଙ୍କ ପ୍ରଚାର ଯାତ୍ରାର ବିବରଣୀ ଜାରିରଖୁଛି I ସେମାନେ ସ୍ପଷ୍ଟ ଭାବରେ ଲୂକଙ୍କ ବ୍ୟତୀତ ଥେସଲନୀକୀରେ ପହଞ୍ଚୁଛନ୍ତି, ଯେହେତୁ ସେ “ଆମ୍ଭେମାନେ” ବୋଲି ନ କହି “ସେମାନେ” ବୋଲି କହୁଛନ୍ତି I # Now ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲେଖକ ଲୂକ, ଘଟଣାର ଏକ ନୂଆ ଅଂଶ କହିବାକୁ ଆରମ୍ଭ କରୁଛନ୍ତି I # passed through ଦେଇ ଯାତ୍ରା କଲେ # cities of Amphipolis and Apollonia ଏଗୁଡିକ ମାକିଦନିଆର ଉପକୂଳବର୍ତ୍ତୀ ନଗର ସମୂହ I (ଦେଖ: [[rc://*/ta/man/translate/translate-names]]) # they came to the city ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ନଗରକୁ ଆସିଲେ” କିମ୍ବା “ସେମାନେ ନଗରରେ ପହଞ୍ଚିଲେ” (ଦେଖ: [[rc://*/ta/man/translate/figs-go]])