# On a set day ଏହା ସମ୍ଭବତଃ ସେହି ଦିନ, ଯେଉଁ ଦିନରେ ହେରୋଦ ପ୍ରତନିଧିମାନଙ୍କୁ ସାକ୍ଷାତ କରିବାପାଇଁ ରାଜି ହୋଇଥିଲେ I ବିକଳ୍ପ ଅନୁବାଦ: “ସେହି ନିରୂପିତ ଦିନ ଯେତେବେଳେ ହେରୋଦ ସେମାନଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ” # royal clothing ବହୁମୂଲ୍ୟ ବସ୍ତ୍ର ଯାହା ପ୍ରମାଣ କରିବ ଯେ ସେ ଜଣେ ରାଜା ଅଟନ୍ତି # sat on a throne ଏହିଠାରେ ହେରୋଦ ତାହାଙ୍କୁ ଦେଖାକରିବାକୁ ଆସୁଥିବା ଲୋକମାନଙ୍କୁ ଆନୁଷ୍ଠାନିକ ଭାବରେ ବକ୍ତୃତା ଦେଉଥିଲେ I