# General Information: ଏଠାରେ “ସେ” ପିତରଙ୍କୁ ବୁଝାଏ I “ସେମାନେ” ଶବ୍ଦଗୁଡ଼ିକ ପିତର ଓ ଦୂତଙ୍କୁ ବୁଝାଏ I # He did not know ସେ ବୁଝିପାରି ନ ଥିଲେ I # what was done by the angel was real ଏହାକୁ କର୍ତ୍ତୃବାଚ୍ୟରେ ପରିବର୍ତ୍ତନ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତଙ୍କର କାର୍ଯ୍ୟସବୁ ବାସ୍ତବ ଥିଲା” କିମ୍ବା “ଦୂତ ଯାହା କରିଥିଲେ ତାହା ସତ୍ୟ ଥିଲା” (ଦେଖ : [[rc://*/ta/man/translate/figs-activepassive]])