# General Information: “ତାହାଙ୍କୁ” ଓ ତାହାଙ୍କର” ଶବ୍ଦ ପିତରଙ୍କୁ ବୁଝାଏ I # Behold ଏହି ଶବ୍ଦ ଆମ୍ଭମାନଙ୍କୁ ଆଗକୁଥିବା ଆଶ୍ଚର୍ଯ୍ୟଚକିତକାରୀ ସୂଚନା ପ୍ରତି ଧ୍ୟାନ ଦେବାକୁ ଜାଗ୍ରତ କରାଏ I # by him ତାହାଙ୍କୁ ଲାଗି କିମ୍ବା “ତାହାଙ୍କ ପାଖରେ” # in the prison cell କାରାଗାର କୋଠରୀରେ # He struck Peter ଦୂତ ପିତରଙ୍କୁ ଥାପୁଡେଇଲେ କିମ୍ବା “ଦୂତ ପିତରଙ୍କୁ କେଞ୍ଚିଥିଲେ I” ପିତର ବାସ୍ତବରେ ଏତେ ଘୋର ନିଦ୍ରାରେ ଶୋଇଥିଲେ ଯେ ତାଙ୍କୁ ଉଠାଇବାପାଇଁ ଏହା କରିବାକୁ ପଡ଼ିଥିଲା I # his chains fell off his hands ଦୂତ ଜଞ୍ଜିରଟିକୁ ନ ଛୁଇଁ ପିତରଙ୍କଠାରୁ ପକାଇ ଦେଇଥିଲେ I