# General Information: ଶାଉଲଙ୍କର ଘଟଣା ଜାରି ରହିଛି କିନ୍ତୁ ଲୂକ ହନନିୟ ନାମକ ଆଉ ଜଣେ ବ୍ୟକ୍ତିଙ୍କର ପରିଚୟ ଦେଉଛନ୍ତି I ଏହା ସେହି ହନନିୟ ନୁହନ୍ତି ଯେ କି [ପ୍ରେରିତ ୫:୩](../05/03.md)ରେ ମୃତ୍ୟୁଭୋଗ କଲେ I ତଥାପି ତୁମେ ଯେ ପ୍ରକାରେ ଏହି ନାମକୁ [ପ୍ରେରିତ ୫:୧](../05/01.md)ରେ ଅନୁବାଦ କରିଥିଲ, ସେହି ପ୍ରକାରେ ଅନୁବାଦ କରି ପାରିବ I ଯଦିଓ ନୂତନ ନିୟମରେ ଏକାଧିକ ଯିହୂଦାଙ୍କ ନାମ ଉଲ୍ଲେଖ ଅଛି, ସମ୍ଭବତଃ ଏହି ଯିହୂଦାଙ୍କର ଉଲ୍ଲେଖ କେବଳ ଏହି ସ୍ଥାନରେ ହିଁ ଅଛି I (ଦେଖ: [[rc://*/ta/man/translate/translate-names]]) # Now there was ଏହା ଏକ ନୂଆ ଚରିତ୍ର ଭାବରେ ହନନୀୟଙ୍କୁ ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]]) # He said ହନନିୟ କହିଲେ