# you have followed my teaching ଏହି ସବୁ ବିଷୟ ପ୍ରତି ଅତି ପାଖରୁ ଧ୍ୟାନ ଦେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଆଗକୁ ଯାଉଥିବା ସମୟରେ ଜଣେ ଶାରୀରିକ ଭାବରେ ତାଙ୍କର ଅନୁସରଣ କରୁଛି I ବିକଳ୍ପ ଅନୁବାଦ; “ତୁମ୍ଭେ ମୋହର ଶିକ୍ଷା ନିରୀକ୍ଷଣ କରିଅଛ” କିମ୍ବା “ତୁମ୍ଭେ ମୋହର ଶିକ୍ଷା ପ୍ରତି ଅତି ମନଯୋଗୀ ହୋଇଅଛ” (ଦେଖ: [[rc://*/ta/man/translate/figs-metaphor]]) # my teaching ମୁଁ ତୁମ୍ଭକୁ ଯାହା କରିବାକୁ ଶିକ୍ଷା ଦେଇଅଛି # conduct ଯେଉଁ ପ୍ରକାରେ ଜଣେ ଲୋକ ଜୀବନ ଯାପନ କରେ # longsuffering ସେ ସମର୍ଥନ କରୁ ନ ଥିବା ବିଷୟ କରୁଥିଲେ ହେଁ ଜଣେ ବ୍ୟକ୍ତି ସେହି ଲୋକମାନଙ୍କ ପ୍ରତି ସହିଷ୍ଣୁ ଅଟେ