# It is necessary that the hardworking farmer receive his share of the crops first କାର୍ଯ୍ୟ କରିବା ବିଷୟରେ ପାଉଲ ତୀମଥିଙ୍କୁ କହୁଥିବା ଏହା ତୃତୀୟ ରୂପକ I ପାଠକ ବୁଝିବା ଉଚିତ ଯେ ଖ୍ରୀଷ୍ଟଙ୍କର ସେବକମାନେ କଠିନ ପରିଶ୍ରମ କରିବା ପ୍ରୟୋଜନ I (ଦେଖ: [[rc://*/ta/man/translate/figs-metaphor]])