# Care for these things. Be in them ତୀମଥିଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ଦାନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେଥିରେ ରହିପାରିବେ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟକରି ସେସବୁ ଅନୁସାରେ ଜୀବନ ଯାପନ କର” (ଦେଖ: [[rc://*/ta/man/translate/figs-metaphor]]) # so that your progress may be evident to all people ଈଶ୍ବରଙ୍କ ସେବା କରିବା ନିମନ୍ତେ ତୀମଥିଙ୍କ ବୃଦ୍ଧିପାଉଥିବା ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାକୁ ଅନ୍ୟମାନେ ଅନାଇ ପାରିବେ I ବିକଳ୍ପ ଅନୁବାଦ: “ଯେପରି ଅନ୍ୟ ଲୋକମାନେ ଜାଣିପାରିବେ ଯେ ତୁମ୍ଭେ ଈଶ୍ବରଙ୍କ ସେବା ଉତ୍ତମରୁ ଉତ୍ତମଭାବେ କରୁଅଛ” (ଦେଖ: [[rc://*/ta/man/translate/figs-metaphor]])