# General Information: ଲୋକମାନଙ୍କ ଗୃହରେ ଦାସ ଭାବରେ ଥିବା ନିର୍ଦ୍ଦିଷ୍ଟ ଲୋକମାନଙ୍କୁ ପିତର କହିବାକୁ ଆରମ୍ଭ କରୁଛନ୍ତି I # the good and gentle masters ଏଠାରେ “ଉତ୍ତମ” ଓ ‘ଦୟାଳୁ”ର ଅର୍ଥ ପ୍ରାୟ ସମାନ ଓ ଗୁରୁତ୍ବ ଦିଏ ଯେ ସେହି ପ୍ରକାର କର୍ତ୍ତାମାନେ ଦୟାର ସହିତ ସେମାନଙ୍କ ଦାସମାନଙ୍କୁ ବ୍ୟବହାର କରିବା ଉଚିତ୍ I ବିକଳ୍ପ ଅନୁବାଦ: “ଅତି ଦୟାଳୁ କର୍ତ୍ତାମାନେ” (ଦେଖ: [[rc://*/ta/man/translate/figs-doublet]]) # the malicious ones ନିର୍ଦ୍ଦୟ କର୍ତ୍ତାମାନେ କିମ୍ବା “ଅଜ୍ଞାନ କର୍ତ୍ତାମାନେ”