# General Information: ଏଠାରେ “ତୁମ୍ଭେ” ଶବ୍ଦ ବହୁବଚନ ଅଟେ ଏବଂ ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନଙ୍କ ନିକଟକୁ ଏବଂ ସମସ୍ତ ବିଶ୍ବାସୀମାନଙ୍କ ନିକଟକୁ ଯୋହନ ଲେଖିଛନ୍ତି ସେମାନଙ୍କୁ ଦର୍ଶାଏ । “ସେ” ଶବ୍ବଟି ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଖ୍ରୀଷ୍ଟଙ୍କୁ ଦର୍ଶାଏ । (ଦେଖ: [[rc://*/ta/man/translate/figs-you]]) # Connecting Statement: ଯୋହନ ବିଶ୍ବାସୀମାନେ ଯାହା ପ୍ରଥମରୁ ଯାହା ଶୁଣିଅଛନ୍ତି ସେଥିରେ ବିଶ୍ବାସ କରିବା ନିମନ୍ତେ ସେମାନଙ୍କୁ ସ୍ମରଣ କରିଦିଅନ୍ତି । # As for you ଯୋହନ ସେମାନଙ୍କୁ କହିଥିବା ବାକ୍ୟକୁ ଏହା ଚିହ୍ନିତ କରେ ଯେ ସେମାନେ କିପରି ଯେଉଁମାନେ ଖ୍ରୀଷ୍ଟଙ୍କ ଜୀବନୀ ବିରୋଧୀଙ୍କ ଅନୁକରଣ କରିବା ବଦଳରେ ଯୀଶୁଙ୍କ ଅନୁକାରୀଙ୍କ ସଦୃଶ ଜୀବନ ଅତିବାହିତ କରିବା ଉଚିତ । # let what you have heard from the beginning remain in you ଆଦ୍ୟରୁ ତୁମ୍ଭେମାନେ ଯାହା ଶୁଣିଅଛ ତାହା ସ୍ଣରଣ କର ଓ ବିଶ୍ବାସ କର । ସେମାନେ ଏହାକୁ କେମିତି ଶୁଣିଲେ, ସେମାନେ କ’ଣ ଶୁଣିଲେ, ଏବଂ “ଆଦ୍ୟ” ର ଅର୍ଥ କ’ଣ ଅଟେ ଏହାକୁ ସ୍ପଷ୍ଟ କରାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ବିଶ୍ବାସରେ ଲାଗି ରୁହ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇଥିଲୁ, ଯେପରି ତୁମ୍ଭେମାନେ ପ୍ରଥମେ ଭରସା କଲ ଯେହେତୁ ତୁମେମାନେ ପ୍ରଥମେ ବିଶ୍ବାସୀ ହେଲ”। (ଦେଖ: [[rc://*/ta/man/translate/figs-explicit]]) # what you have heard from the beginning ଆମେମାନେ ଯେଉଁସମସ୍ତ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଥିଲୁ ଯେତେବେଳେ ତମେମାନେ ପ୍ରଥମେ ବିଶ୍ବାସୀ ଥିଲ # If what you heard from the beginning remains in you “ଲାଗି ରହିବା” ଶବ୍ଦ ସମ୍ପର୍କ ବିଷୟକୁ ପ୍ରକାଶ କରେ, ପରିତ୍ରାଣ ବିଷୟରେ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ବିଶ୍ବାସରେ ଲାଗି ରୁହ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରଥମେ ଶିକ୍ଷା ଦେଇଥିଲୁ” # also remain in the Son and in the Father “ଲାଗି ରହିବା” ନିମନ୍ତେର ଅର୍ଥ ସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ: ୨:୬](../୦୨/୦୬.md)ରେ କିପରି ଏକ ସମାନ ବାକ୍ୟାଂଶ ଅନୁବାଦ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ମଧ୍ୟ ପୁତ୍ର ଏବଂ ପିତାଙ୍କ ସହଭାଗିତାରେ ଲାଗି ରୁହ” କିମ୍ବା “ମଧ୍ୟ ପୁତ୍ର ଏବଂ ପିତାଙ୍କ ସହିତ ସଂଯୁକ୍ତ ହୁଅ” (ଦେଖ: [[rc://*/ta/man/translate/figs-metaphor]])