or_tn_old/rev/22/18.md

20 lines
1.4 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଯୋହନ ପ୍ରକାଶିତ ବାକ୍ୟ ପୁସ୍ତକ ବିଷୟରେ ଆପଣାର ଶେଷ ଟିପ୍ପଣୀ ଦେଉଛନ୍ତି I
# I testify
ଏଠାରେ “ମୁଁ” ଯୋହନଙ୍କୁ ବୁଝାଏ I
# the words of the prophecy of this book
ଏଠାରେ “ବାକ୍ୟ” ସେମାନେ ପ୍ରସ୍ତୁତ କରିଥିବା ବାର୍ତ୍ତାକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ :୭](../22/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଏହି ପୁସ୍ତକର ଭାବବାଣୀ” (ଦେଖ: [[rc://*/ta/man/translate/figs-metonymy]])
# If anyone adds to them ... God will add
ଏହି ଭାବବାଣୀ ବିଷୟରେ କୌଣସି ପରିବର୍ତ୍ତନ ନକରିବାକୁ ଏହା ଏକ ଦୃଢ଼ ସତର୍କବାଣୀ ଅଟେ I
# that are written about in this book
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ବିଷୟରେ ଆମ୍ଭେ ଏହି ପୁସ୍ତକରେ ଲେଖିଅଛୁ” (ଦେଖ: [[rc://*/ta/man/translate/figs-activepassive]])