or_tn_old/rev/02/08.md

16 lines
1.7 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଏହା ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I
# the angel
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀ ସୁରକ୍ଷା କରନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:](../01/20.md)ରେ ଅନୁବାଦ କରିଅଛ I
# Smyrna
ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେଥିବା ଏକ ନଗରର ନାମ ଅଟେ ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୧](../01/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-names]])
# the first and the last
ଏହା ଯୀଶୁଙ୍କର ଅନନ୍ତ ପ୍ରକୃତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୭](../01/17.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-merism]])