10 lines
1.2 KiB
Markdown
10 lines
1.2 KiB
Markdown
|
# ଯୋହନ ୧୫ ସାଧାରଣ ସୂଚନା
|
||
|
|
||
|
## ଗଠନ ପ୍ରଣାଳୀ ଓ ଆକୃତି
|
||
|
|
||
|
## ଏହି ଅଧ୍ୟାୟର ବିଶେଷ ଧାରଣା
|
||
|
|
||
|
### ଦ୍ରାକ୍ଷାଲତା
|
||
|
|
||
|
ଯୀଶୁ ଦ୍ରାକ୍ଷାଲତାକୁ ଆପଣା ନିମନ୍ତେ ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି I ଏହାର କାରଣ ଯେ ଦ୍ରାକ୍ଷାଲତା ପତ୍ର ଓ ଅଙ୍ଗୁର ଫଳ ନିମନ୍ତେ ଭୂମିରୁ ଜଳ ଓ ସାର ନେଇଥାଏ I ଦ୍ରାକ୍ଷାଲତା ବିନା, ଅଙ୍ଗୁର ଓ ପତ୍ରଗୁଡିକ ମଉଳି ଯାଆନ୍ତି I ସେ ତାହାଙ୍କ ଶିଷ୍ୟମାନେ ଜାଣିବା ଚାହୁଁଥିଲେ ଯେ ସେମାନେ ତାହାଙ୍କୁ ପ୍ରେମ ନକରି ତାହାଙ୍କ ବାକ୍ୟ ପାଳନ ନକଲେ, ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବା କୌଣସି କାର୍ଯ୍ୟ କରିପାରିବେ ନାହିଁ I (ଦେଖ: [[rc://*/ta/man/translate/figs-metaphor]])
|