or_tn_old/act/05/12.md

24 lines
2.2 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନେ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I
# Connecting Statement:
ଲୂକ ମଣ୍ଡଳୀର ଆଦ୍ୟ ଦିନ ଗୁଡିକରେ ଘଟିଥିବା ଘଟଣା ସବୁ କହିବା ଜାରି ରଖୁଛନ୍ତି I
# Many signs and wonders were taking place among the people through the hands of the apostles
କିମ୍ବା “ପ୍ରେରିତମାନଙ୍କ ହସ୍ତ ଦ୍ବାରା ଲୋକମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେଲା I” ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରେରିତମାନେ ଲୋକମାନଙ୍କ ମଧ୍ୟରେ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କଲେ” (ଦେଖ: [[rc://*/ta/man/translate/figs-activepassive]])
# signs and wonders
ଅଲୌକିକ ଘଟଣା ଓ ଆଶ୍ଚର୍ଯ୍ୟ କର୍ମ I ଏହି ଶବ୍ଦଗୁଡିକୁ ତୁମେ କି ପ୍ରକାରେ [ପ୍ରେରିତ :](../02/22.md)ରେ ଅନୁବାଦ କଲ ତାହା ଦେଖ I
# through the hands of the apostles
ଏଠାରେ “ହସ୍ତ”ଶବ୍ଦଟି ପ୍ରେରିତମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କ ଦ୍ବାରା” (ଦେଖ: [[rc://*/ta/man/translate/figs-synecdoche]])
# Solomon's Porch
ଏହା ଦୁଇ ଧାଡ଼ିରେ ଖମ୍ବଗୁଡ଼ିକ ଥିବା ଏକ ଆଛାଦିତ ପଥ ପାର୍ଶ୍ବ, ଯାହାର ଉପରେ ଛାତ ଥିଲା ଓ ଯାହାକୁ ଲୋକେ ରାଜା ଶଲୋମନଙ୍କ ନାମରେ ନାମିତ କରିଥିଲେ I [ପ୍ରେରିତ ୩:୧୧](../03/11.md)ରେ ଉଲ୍ଲିଖିତ “ଶଲୋମନଙ୍କ ମଣ୍ଡପ”କୁ ତୁମେ କି ପ୍ରକାରେ ଅନୁବାଦ କଲତାହା ଦେଖ I