or_tn_old/2co/01/12.md

16 lines
2.0 KiB
Markdown
Raw Normal View History

2020-11-19 00:15:53 +00:00
# General Information:
ଏହି ପଦ ଗୁଡିକରେ ପାଉଲ “ଆମ୍ଭେମାନେ,” “ଆମ୍ଭମାନଙ୍କର,” “ଆମ୍ଭେମାନେ ନିଜେ” ଓ “ଆମ୍ଭମାନଙ୍କୁ” ଶବ୍ଦ ବ୍ୟବହାରକରି ଆପଣାକୁ, ତୀମଥିଙ୍କୁ ଓ ସମ୍ଭବତଃ ତାହାଙ୍କୁ ସେବା କରୁଥିବା ଅନ୍ୟମାନଙ୍କୁ ଉଲ୍ଲେଖ କରୁଛନ୍ତି I ଏହି ଶବ୍ଦଗୁଡିକ ସେ ଯେଉଁମାନଙ୍କୁ ଏ ପତ୍ର ଲେଖୁଛନ୍ତି, ସେମାନଙ୍କୁ ଅନ୍ତର୍ଭୁକ୍ତ କରୁନାହିଁ I (ଦେଖ: [[rc://*/ta/man/translate/figs-exclusive]])
# We are proud of this
ଏଠାରେ “ଦର୍ପ” ଶବ୍ଦଟି ସକରାତ୍ମକ ଚିନ୍ତାଧାରାରେ, କୌଣସି ବିଷୟରେ ମହାସନ୍ତୋଷ ଓ ଆନନ୍ଦ ଲାଭ କରିବା ଅର୍ଥରେ ବ୍ୟବହାର କରାଯାଇଛି I
# Our conscience testifies
ପାଉଲ ଦୋଷୀ ନ ହେବା ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କ ବିବେକ ଜଣେ ଲୋକ ଯେ କି କଥା କହିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆମ୍ଭମାନଙ୍କ ବିବେକ ଦ୍ବାରା ଜାଣୁ” (ଦେଖ: [[rc://*/ta/man/translate/figs-personification]])
# not relying on fleshly wisdom but on the grace of God.
ଏଠାରେ “ସାଂସାରିକ” ଶବ୍ଦ ମନୁଷ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଉପରେ ନିର୍ଭର ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହ ଉପରେ ନିର୍ଭର କଲୁ” (ଦେଖ: [[rc://*/ta/man/translate/figs-metonymy]])