4 lines
589 B
Markdown
4 lines
589 B
Markdown
|
# General Information:
|
||
|
|
||
|
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେବା ପାଇଁ ଏଠାରେ ବ୍ୟଙ୍ଗ ଶବ୍ଦର ବ୍ୟବହାର କରିଛନ୍ତି ଏବଂ ସେମାନଙ୍କୁ ଅନୁଭବ କରାଉଛନ୍ତି ଯେ ସେମାନେ ନିଜ ବିଷୟରେ ଓ ସେମାନଙ୍କର ଶିକ୍ଷକମାନଙ୍କ ନିମନ୍ତେ ଗର୍ବ କରିବା ଦ୍ବାରା ପାପ କରୁଛନ୍ତି । (ଦେଖ:[[rc://*/ta/man/translate/figs-irony]])
|