or_tn_old/1co/03/15.md

12 lines
1.2 KiB
Markdown
Raw Normal View History

2020-11-19 00:15:53 +00:00
# if anyone's work is burned up
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ଅଗ୍ନି କାହାରି କାର୍ଯ୍ୟକୁ ନଷ୍ଟ କରିଦିଏ” ଓ “ଯଦି ଅଗ୍ନି କାହାର କାର୍ଯ୍ୟକୁ ସର୍ବନାଶ କରିଦିଏ” (ଦେଖ:[[rc://*/ta/man/translate/figs-activepassive]])
# he will suffer loss
ଗୁଣବାଚକ ବିଶେଷ୍ୟ “କ୍ଷତି”କୁ “ହରାଇବା” କ୍ରିୟା ସହିତ ବ୍ୟକ୍ତ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ସେ ନିଜର ପୁରସ୍କାର ହରାଇବ” (ଦେଖ:[[rc://*/ta/man/translate/figs-abstractnouns]])
# but he himself will be saved
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କିନ୍ତୁ ଇଶ୍ବର ତାହାକୁ ରକ୍ଷା କରିବେ” (ଦେଖ: [[rc://*/ta/man/translate/figs-activepassive]])