or_tn_old/php/02/02.md

4 lines
421 B
Markdown
Raw Permalink Normal View History

2020-11-19 00:15:53 +00:00
# make my joy full
ପାଉଲ ଏଠାରେ ଆନନ୍ଦ ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଅଟେ ଯାହାକୁ ପୂର୍ଣ୍ଣ କରାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ମୋତେ ଅଧିକ ଆନନ୍ଦ କରିବାକୁ ଦିଏ” (ଦେଖ: [[rc://*/ta/man/translate/figs-metaphor]])