12 lines
1.4 KiB
Markdown
12 lines
1.4 KiB
Markdown
|
# While Jesus was teaching in the temple courts, he said
|
||
|
|
||
|
କିଛି ସମୟ ଅତିକ୍ରମ କଲା ପରେ ବର୍ତ୍ତମାନ ଯୀଶୁ ମନ୍ଦିରରେ ଥିଲେ I ଏହା ପୁର୍ବ କଥୋପକଥନର ଅଂଶ ନଥିଲା I ଅନ୍ୟଏକ ଅନୁବାଦରେ: “ପରେ, ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ, ସେ ଲୋକମାନଙ୍କୁ ଉତ୍ତର ଦେଲେ“ (ଦେଖ: [[rc://*/ta/man/translate/figs-explicit]])
|
||
|
|
||
|
# How is it that the scribes say the Christ is the son of David?
|
||
|
|
||
|
ଯୀଶୁ ଗୀତସଂହିତା ସମ୍ବନ୍ଧରେ ସେ ଯାହା ଉଦ୍ଧୃତ କରିବାକୁ ଯାଉଥିଲେ ତାହାକୁ ଗୁରୁତ୍ବଭାବରେ ଚିନ୍ତା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହାକୁ ଏକ ଉକ୍ତିଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଚିନ୍ତା କର କାହିଁକି ଶାସ୍ତ୍ରୀମାନେ କହନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ସନ୍ତାନ I” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# the son of David
|
||
|
|
||
|
ଦାଉଦଙ୍କ ଜଣେ ସନ୍ତାନ
|