or_tn_old/mat/23/19.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# blind people
ଯିହୁଦୀ ନେତାମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଥିଲେ I (ଦେଖ: [[rc://*/ta/man/translate/figs-metaphor]])
# Which is greater, the gift or the altar that makes the gift holy?
ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଫାରୁଶୀମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ବେଦୀ ନିକଟରୁ ନିବେଦ୍ୟକୁ ପ୍ରାଧାନ୍ୟ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ବେଦୀ ନିବେଦ୍ୟକୁ ପବିତ୍ର କରେ ତାହା ନିବେଦ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଅଟେ !” (ଦେଖ: [[rc://*/ta/man/translate/figs-rquestion]])
# the altar that makes the gift holy
ବେଦୀ ଈଶ୍ବରଙ୍କ ନିକଟରେ ନିବେଦ୍ୟକୁ ବିଶେଷଭାବେ ସ୍ଥାପନ କରେ