or_tn_old/mat/23/15.md

12 lines
956 B
Markdown
Raw Permalink Normal View History

2020-11-19 00:15:53 +00:00
# you go over sea and land
ଏହି ରୁଢି ଅଟେ ଯାହାର ଅର୍ଥ ସେମାନେ ଦୁର ସ୍ଥାନକୁ ଯାଆନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବହୁଦୁରକୁ ଯାତ୍ରା କରୁଅଛ” (ଦେଖ: [[rc://*/ta/man/translate/figs-idiom]])
# to make one convert
ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କ ଧର୍ମାବଲମ୍ବୀ କରିବା ନିମନ୍ତେ
# son of hell
ଏଠାରେ “ପୁତ୍ର” ଏକ ରୁଢି ଅଟେ ଯାହାର ଅର୍ଥ “ଜଣକର ସମ୍ପତ୍ତି” I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ନରକର ପାତ୍ର “ କିମ୍ବା “ଯେଉଁ ବ୍ୟକ୍ତିମାନେ ନର୍କକୁ ଯିବେ” (ଦେଖ: [[rc://*/ta/man/translate/figs-idiom]])