or_tn_old/mat/16/27.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# the Son of Man ... his Father ... Then he
ଏଠାରେ ଯୀଶୁ ତୃତୀୟ ବଚନରେ ଆପଣାକୁ ଦର୍ଶାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁଁ, ମନୁଷ୍ୟ ପୁତ୍ର… ମୋହର ପିତା …ତାପରେ ମୁଁ “ (ଦେଖ: [[rc://*/ta/man/translate/figs-123person]])
# will come in the glory of his Father
ଆଗମନ କରିବେ, ତାହାଙ୍କ ପିତାଙ୍କ ମହିମାରେ
# with his angels
ଓ ତାହାଙ୍କ ସହିତ ଦୁତମାନେ ରହିବେ I ଯଦି ତୁମେ ଯୀଶୁ କହୁଥିବା ବାକ୍ୟର ପ୍ରଥମ ଭାଗକୁ ପ୍ରଥମ ପୁରୁଷରେ ଅନୁବାଦ କର, ତୁମେ ଏହାକୁ “ମୋହର ପିତାଙ୍କର ଦୁତମାନେ ମୋ ସହିତ ଥିବେ” ଅନୁବାଦ କରିପାରିବ I” (ଦେଖ: [[rc://*/ta/man/translate/figs-123person]])
# his Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ମନୁଷ୍ୟପୁତ୍ର, ଯୀଶୁଙ୍କ ସହିତ ଈଶ୍ବରଙ୍କ ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# according to what he has done
ପ୍ରତ୍ୟକ ଲୋକର କର୍ମ ଅନୁସାରେ