or_tn_old/mat/02/15.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# He remained
ଏହା ସୁଚିତ କରେ ଯେ ଯୋଷେଫ, ମରିୟମ, ଓ ଯୀଶୁ ମିଶରରେ ରହିଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ରହିଥିଲେ” (ଦେଖ: [[rc://*/ta/man/translate/figs-explicit]])
# until the death of Herod
ଯେପର୍ଯ୍ୟନ୍ତ ହେରୋଦଙ୍କର ମୃତ୍ୟୁ ହୋଇନାହିଁ [ମାଥିଉ :୧୯]( ../02/19.md) I ଏହି ଉକ୍ତି ମିଶରରେ ସେମାନଙ୍କ ରହିବା ସମୟକୁ ବର୍ଣ୍ଣନା କରେ ଏବଂ ଏହା ପ୍ରକାଶ କରେ ନାହିଁ ଯେ ହେରୋଦ ଏହି ସମୟରେ ମୃତ୍ୟୁବରଣ କଲେ I
# Out of Egypt I have called my son
ଆମ୍ଭେ ଆପଣା ପୁତ୍ରକୁ ମିଶରରୁ ଆହ୍ବାନ କଲୁ
# my son
ହୋଶେୟ ପୁସ୍ତକରେ ଏହା ଇସ୍ରାଏଲ ଲୋକମାନଙ୍କୁ ବୁଝାଏ I ମାଥିଉ ଏହାକୁ ଉଦ୍ଧୃତ କରି କୁହନ୍ତି ଯେ ସେ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ଅନୁବାଦ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଶବ୍ଦ ବ୍ୟବହାର କରୁଅଛି ଯାହା ଏକମାତ୍ର ପୁତ୍ର କିମ୍ବା ପ୍ରଥମ ଜାତ ପୁତ୍ର ନିମନ୍ତେ ବୁଝାଇ ପାରେ I