or_tn_old/luk/20/31.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# the third took her
ତୃତୀୟଟି ତାହାକୁ ବିବାହ କଲା
# the third
ଭାଇ ନମ୍ବର ତିନି ବା “ଜେଷ୍ଠ ଭାଇ ଯିଏ ସେପର୍ଯ୍ୟନ୍ତ ଜୀବିତ ଥିଲା” (ଦେଖ: [[rc://*/ta/man/translate/translate-ordinal]])
# likewise the seven also left no children, and died
କାହାଣୀକୁ ସଂକ୍ଷିପ୍ତ କରି ରଖିବା ପାଇଁ ସେମାନେ ଅନେକ ବିଷୟର ବିଶଦ ବର୍ଣ୍ଣନାକୁ ପୁନରାବୃତ୍ତି କଲେ ନାହିଁ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ ଅବଶିଷ୍ଟ ସାତଜଣ ଭାଇମାନେ ତାହାକୁ ବିବାହ କଲେ ଏବଂ ସନ୍ତାନହୀନ ହୋଇ ମଲେ” (ଦେଖ: [[rc://*/ta/man/translate/figs-ellipsis]])
# the seven
ସମସ୍ତ ସାତଜଣ ଭାଇ ବା “ସାତଜଣ ଭାଇ ମଧ୍ୟରୁ ପ୍ରତ୍ୟେକେ”