or_tn_old/luk/07/34.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# The Son of Man
ଯୀଶୁ ଏହା ଅପେକ୍ଷା କରୁଥିଲେ ଯେ ସେ ନିଜ ବିଷୟରେ ଏହା କହୁଛନ୍ତି ବୋଲି ଲୋକମାନେ ବୁଝନ୍ତୁ I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର” (ଦେଖ: [[rc://*/ta/man/translate/figs-123person]])
# you say, 'Look, he is a gluttonous man and a drunkard ... sinners!'
ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରାଯାଇପାରିବ I ଯଦି ତୁମେ ""ମନୁଷ୍ୟପୁତ୍ର” କୁ “ମୁଁ, ମନୁଷ୍ୟପୁତ୍ର” ଭାବରେ ଅନୁବାଦ କରିଛ, ତେବେ ତୁମେ ଏହାକୁ ଏକ ପରୋକ୍ଷ ବକ୍ତବ୍ୟ ଭାବରେ ବ୍ୟକ୍ତ କରି ପାରିବ ଏବଂ ପ୍ରଥମ ପୁରୁଷକୁ ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ କହୁଛ ଯେ ସେ ଜଣେ ପେଟୁକ ଲୋକ ଏବଂ ଜଣେ ମଦ୍ୟପ ...ପାପୀମାନେ I” ବା “ତୁମ୍ଭେମାନେ ଅଭିଯୋଗ କରୁଛ ଯେ ସେ ଅତ୍ୟଧିକ ଭୋଜନ ପାନ କରେ ଏବଂ ପାପୀମାନଙ୍କର ... ଅଟେ” ବା “ତୁମ୍ଭେମାନେ କହୁଛ ଯେ, ମୁଁ ଜଣେ ପେଟୁକ ଓ ମଦୁଆ, ପାପୀମାନଙ୍କର ... I” (ଦେଖ: [[rc://*/ta/man/translate/figs-quotations]] ଏବଂ [[rc://*/ta/man/translate/figs-quotations]] ଏବଂ [[rc://*/ta/man/translate/figs-123person]] )
# a gluttonous man
ସେ ଜଣେ ଲୋଭୀ ଭୋଜନକାରୀ ବା “ସେ ବାରମ୍ବାର ମାତ୍ରାଧିକ ଖାଦ୍ୟ ଭୋଜନ କରେ”
# a drunkard
ଜଣେ ମଦ୍ୟପ ବା “ସେ ବାରମ୍ବାର ମାତ୍ରାଧିକ ମଦ୍ୟ ପାନ କରେ”