or_tn_old/jhn/15/24.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# If I had not done the works that no one else did among them, they would have no sin, but
ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ କେହି କରି ନଥିବା କର୍ମସବୁ ମୁଁ ସେମାନଙ୍କ ମଧ୍ୟରେ କରିଅଛି, ସେମାନଙ୍କ ପାପ ରହିଅଛି, ଅତଏବ” (ଦେଖ: [[rc://*/ta/man/translate/figs-doublenegatives]])
# they would have no sin
ସେମାନଙ୍କର ପାପ ହୋଇ ନଥାଆନ୍ତା I ଦେଖ ତୁମେ ଏହାକୁ କିପରି [ଯୋହନ ୧୫:](../15/22.md)ରେ ଅନୁବାଦ କରିଅଛ I
# they have seen and hated both me and my Father
ପୁତ୍ର ଈଶ୍ବରଙ୍କୁ ଘୃଣା କରିବା ଅର୍ଥ ପିତା ଈଶ୍ବରଙ୍କୁ ଘୃଣା କରିବା I