or_tn_old/jhn/09/41.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# If you were blind, you would have no sin
ଏଠାରେ ଈଶ୍ବରଙ୍କ ସତ୍ୟତା ନଜାଣିବା ନିମନ୍ତେ “ଅନ୍ଧତା” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଈଶ୍ବରଙ୍କ ସତ୍ୟତାକୁ ଜାଣିବାକୁ ଚାହିଁଥାନ୍ତ, ତୁମ୍ଭେମାନେ ତୁମ୍ଭମାନଙ୍କ ଦୃଷ୍ଟିଲାଭ କରିବାକୁ ସକ୍ଷମ ହୋଇଥାନ୍ତ” (ଦେଖ: [[rc://*/ta/man/translate/figs-metaphor]])
# but now you say, 'We see,' so your sin remains
ଏଠାରେ ଈଶ୍ବରଙ୍କ ସତ୍ୟତାକୁ ଜାଣିବା ନିମନ୍ତେ “ଦେଖିବା” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ଭ୍ରାନ୍ତିରେ ଥାଇ ଈଶ୍ବରଙ୍କ ସତ୍ୟତାକୁ ଜାଣିଥିବା ଭାବୁଅଛ, ତୁମ୍ଭେମାନେ ଅନ୍ଧହୋଇ ରହିବ” (ଦେଖ: [[rc://*/ta/man/translate/figs-metaphor]])