or_tn_old/heb/06/01.md

16 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଅପରିପକ୍ବ ଏବ୍ରୀୟ ଖ୍ରୀଷ୍ଟିୟାନମାନେ ପରିପକ୍ବ ଖ୍ରୀଷ୍ଟିୟାନ ହେବା ନିମନ୍ତେ କଅଣ କରିବା ପ୍ରଯୋଜନ, ତାହା ଲେଖକ ବର୍ଣ୍ଣନା କରି ଚାଲିଛନ୍ତି I ସେ ସେମାନଙ୍କୁ ପ୍ରାଥମିକ ଶିକ୍ଷାଗୁଡିକ ବିଷୟରେ ସ୍ମରଣ କରାଉଛନ୍ତି I
# let us leave the beginning of the message of Christ and move forward to maturity
ଏହା ପ୍ରାଥମିକ ଶିକ୍ଷାଗୁଡିକ ବିଷୟରେ କହେ ଯେପରି ସେସବୁ ଗୋଟିଏ ଯାତ୍ରାର ଆରମ୍ଭ ଥିଲେ ଏବଂ ପରିପକ୍ବ ଶିକ୍ଷାଗୁଡିକ ବିଷୟରେ କହେ ଯେପରି ଏହା ଗୋଟିଏ ଯାତ୍ରାର ସମାପ୍ତି ଥିଲେ I ଅନ୍ୟଏକ ଅନୁବାଦରେ: “ଆସୁ, ଆମ୍ଭେମାନେ କେବଳ ଆଲୋଚନା କରିବା ବନ୍ଦ କରୁ ଯାହା ଆମ୍ଭେମାନେ ପ୍ରଥମେ ଶିକ୍ଷା କଲୁ ଏବଂ ତା ସଙ୍ଗେ ସଙ୍ଗେ ପରିପକ୍ବ ବିଷୟଗୁଡିକ ମଧ୍ୟ ଶିକ୍ଷା କରିବାକୁ ଆରମ୍ଭ କରୁ” (ଦେଖ: [[rc://*/ta/man/translate/figs-metaphor]])
# Let us not lay again the foundation ... of faith in God
ମୌଳିକ ଶିକ୍ଷାଗୁଡିକ ବିଷୟରେ କୁହାଯାଏ ଯେପରି ସେସବୁ ଗୋଟିଏ ଭିତ୍ତିମୂଳ ଉପରେ ସ୍ଥାପନ କରାଯାଇଥିବା ଗୃହ ଥିଲେ I ଅନ୍ୟଏକ ଅନୁବାଦରେ: “ଆସୁ ଆମ୍ଭେମାନେ ସେହି ମୌଳିକ ଶିକ୍ଷାର ପୁନରାବୃତ୍ତି ନ କରି .. ଈଶ୍ବରଙ୍କଠାରେ ବିଶ୍ବାସ କରୁ”(ଦେଖ: [[rc://*/ta/man/translate/figs-metaphor]])
# dead works
ପାପପୂର୍ଣ୍ଣ କାର୍ଯ୍ୟଗୁଡିକ ବିଷୟରେ କୁହାଯାଏ ଯେପରି ସେସବୁ ମୃତମାନଙ୍କ ଜଗତର ବିଷୟ ସମ୍ଭନ୍ଧିୟ ଅଟେ I (ଦେଖ: [[rc://*/ta/man/translate/figs-metaphor]])