8 lines
947 B
Markdown
8 lines
947 B
Markdown
|
# take the helmet of salvation
|
||
|
|
||
|
ଠିକ୍ ଯେପରି ଗୋଟିଏ ଶିରସ୍ତ୍ରାଣ ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ସେପରି ଈଶ୍ବର ଦତ୍ତ ପରିତ୍ରାଣ ବିଶ୍ବାସୀର ମନକୁ ସୁରକ୍ଷା ଦେଇଥାଏ I (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# the sword of the Spirit, which is the word of God
|
||
|
|
||
|
ଆପଣା ଲୋକମାନଙ୍କ ପ୍ରତି ଈଶ୍ବରଙ୍କ ଶିକ୍ଷା ବିଷୟରେ ଲେଖକ କହୁଛନ୍ତି ଯେ ସତେ ଯେପରି ସେସବୁ ଗୋଟିଏ ଖଡ୍ଗ, ଯାହା ତାହାଙ୍କର ଲୋକମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବ୍ୟବହାର କରିପାରିବେ I (ଦେଖ: [[rc://*/ta/man/translate/figs-metaphor]])
|