or_tn_old/col/03/12.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# as God's chosen ones, holy and beloved
ଏହାକୁ ସକ୍ରିୟ ରୂପରେ କହିପାରିବା ଅନ୍ୟ ଏକ ଅନୁବାଦ: “ସେହି ଲୋକମାନଙ୍କ ପରି ଯେଉଁମାନଙ୍କୁ ଇଶ୍ବର ଆପଣା ପାଇଁ ମନୋନୀତ କରିଛନ୍ତି, ଯାହାକୁ ସେ ଏକାକୀ ତାହାଙ୍କର ପାଇଁ ଜୀବନ ଅତିବାହିତ କରିବା ପାଇଁ ଇଚ୍ଛା କରୁଥିବ ଏବଂ ସେ ଯାହାକୁ ପ୍ରେମ କରନ୍ତି” (ଦେଖ:[[rc://*/ta/man/translate/figs-activepassive]])
# put on a heart of mercy, kindness, humility, gentleness, and patience
“ହୃଦୟ” ଭାବନା ଏବଂ ମନବୃତ୍ତିର ଏକ ରୂପକ ଅଟେ। ଏଠାରେ ଏହା କୁହାଯାଏ ଯେପରି କଅଣ ଏହା କିଛି ଭାବନା ଏବଂ ମନୋବୃତ୍ତିର ସହିତ ଥିଲା ଏବଂ ଯେମିତିକି ଏହା ପିନ୍ଧିବା ପାଇଁ କପଡା ଥିଲା। ଅନ୍ୟ ଏକ ଅନୁବାଦ: “କରୁଣା, ଦୟାଳୁ, ନମ୍ର, ଶାଳୀନ, ଏବଂ ସାହିଷ୍ଣୁ ହୃଦୟ” ଓ “କରୁଣାମୟ, ଦୟାଶିଳ, ନମ୍ର ଏବଂ ସାହିଷ୍ଣୁ ହୁଅ” (ଦେଖ:[[rc://*/ta/man/translate/figs-metaphor]])