or_tn_old/col/02/17.md

4 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# These are a shadow of the things to come, but the substance is Christ
ଏକ ଛାୟୀ ଏକ ବସ୍ତୁର ଆକାରକୁ ଦର୍ଶାଏ, କିନ୍ତୁ ସ୍ବୟଂ ବସ୍ତୁ ନୁହେଁ। ସେହିପରି ପର୍ବପର୍ବାଣୀ, ଉସ୍ଚବ, ଏବଂ ବିଶ୍ରାମ ଦିନ ଆମକୁ କିଛି ଦେଖାଏ ଇଶ୍ବର ଲୋକମାନଙ୍କୁ କେମିତିରକ୍ଷା କରନ୍ତି, କିନ୍ତୁ ଏହି ବିଷୟଗୁଡିକ ଲୋକମାନଙ୍କୁରକ୍ଷା କାରିବ ନାହିଁ। ଖ୍ରୀଷ୍ଟ ଉଦ୍ଧାରକର୍ତ୍ତା ଅଟନ୍ତି। ଅନ୍ୟ ଏକ ଅନୁବାଦ: “ଏଗୁଡିକ ଏକ ଛାଇ ପରି ଅଟେ ଯାହା ଘଟିବାର ଅଛି କିନ୍ତୁ ବାସ୍ତବରେ ଖ୍ରୀଷ୍ଟ ଅଟନ୍ତି” ଓ “ଏଗୁଡିକ ସେହି ଉଦ୍ଧାରକର୍ତ୍ତାର ଛାଇଁ ପରି ଅଟେ ଯେ ଆସିବେ କିନ୍ତୁ ଖ୍ରୀଷ୍ଟ ଉଦ୍ଧାରକର୍ତ୍ତା ଅଟନ୍ତି” (ଦେଖ:[[rc://*/ta/man/translate/figs-metaphor]])