or_tn_old/act/05/21.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# into the temple
ସେମାନେ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ଗଲେ, ମନ୍ଦିର ଗୃହ ଭିତରକୁ ନୁହେଁ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ” (ଦେଖ: [[rc://*/ta/man/translate/figs-explicit]])
# about daybreak
ଯେତେବେଳେ ପ୍ରଭାତ ହେବାକୁ ଲାଗିଲା I ଯଦିଓ ରାତ୍ରିକାଳରେ ଦୂତ ସେମାନଙ୍କୁ କାରାଗାରରୁ ବାହାର କରି ଆଣିଲେ, ତଥାପି ପ୍ରେରିତମାନେ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ସମୟରେ ସୂର୍ଯ୍ୟ ଉଦିତ ହେଉଥିଲା I
# sent to the jail to have the apostles brought
ଏହାର ଅନ୍ତର୍ନିହିତ ଅର୍ଥ ହେଉଛି କେହି ଜଣେ କାରାଗାରକୁ ଯାଇଥିଲେ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କୁ ଆଣିବାପାଇଁ କାରାଗାରକୁ ଜଣକୁ ପଠାଇଲେ” (ଦେଖ: [[rc://*/ta/man/translate/figs-ellipsis]])